Road Safety
Kuch pane ke liye kuch khona padta he Doston , ...
● ସଂସାରରେ ଜନ୍ମ ହେବାପାଇଁ ମାତୃଗର୍ଭରେ ୯ ମାସ ରହି ପାରୁଛୁ।
● ଚାଲିବା ପାଇଁ ଦୁଇ ବର୍ଷ,
● ସ୍କୁଲରେ ପ୍ରବେଶପାଇଁ ତିନିବର୍ଷ,
● ମତଦାନ ପାଇଁ ୧୮ ବର୍ଷ,
● ଚାକିରି କରିବାକୁ ୨୨ ବର୍ଷ,
● ବିବାହ କରିବାକୁ ୨୫-୩୦ ବର୍ଷ,
_ଏହିପରି ଅନେକ ମଉକା ପାଇଁ ଆମେ ଅପେକ୍ଷା କରିଥାଉ...._
*କିନ୍ତୁ......*
■ ଗାଡି ଓଭରଟେକ୍ କଲାବେଳେ ୩୦ ସେକେଣ୍ଡ୍ ବି ଅପେକ୍ଷା କରିପାରୁନା..
■ ଯଦି ଦୂର୍ଘଟଣା ହୋଇ ନ ମରି ଆଘାତ ପାଇ କୌଣସି ମତେ ବଂଚିଯାଉ ତ ତାହାକୁ ରିକୋଭରି
କରି ନିପଟେଇବାକୁ ମେଡିକଲରେ... ● କେତେ ଘଣ୍ଟା କେତେ ଦିନ କେତେ ମାସ ବା କେତେ ବର୍ଷ ଲଗାଇଦେଇ ଥାଉ....
*କିଛି ସେକେଣ୍ଡ ର ତରବର କେତେ ବଡ ପରିଣାମ ଆଣିଦେଇପାରେ...*
ଯିବା ଲୋକ ଚାଲିଯିବେ କିନ୍ତୁ ପଛରେ ରହିଥିବା ଲୋକମାନଙ୍କର କ'ଣ ହେବ...
* ଏହା ଉପରେ କ'ଣ କେବେ ବିଚାର କରିନାହାନ୍ତି...
* ଆଉ ସବୁବେଳ ପରି ନିୟତିକୁ ଦୋଷ ଦେବା...
_ଏଣୁ ଠିକ୍ ରାସ୍ତାରେ ଠିକ୍ ବେଗରେ ଗାଡିକୁ ନିଜ ନିୟନ୍ତ୍ରଣରେ ରଖି ଟ୍ରାଫିକ୍ ନିୟମ ମାନି ଗାଡି ଚଲାନ୍ତୁ ଆଉ ସୁରକ୍ଷିତରେ ନିଜ ଲକ୍ଷସ୍ଥଳରେ ପହଁଞ୍ଚନ୍ତୁ ...._
ଆପଣଂକ ନିରିହ ପରିବାର ଆପଣଂକୁ ଅପେକ୍ଷା କରିଛି...
*ଆପଣ ସାରା ଦୁନିଆ ପାଇଁ ଜଣେ ବ୍ୟକ୍ତି ହୋଇପାରନ୍ତି କିନ୍ତୁ ଆପଣଙ୍କ ପରିବାର ପାଇଁ ଆପଣ ହିଁ ସାରା ଦୁନିଆ*
卐 ଜୟ ଜଗନ୍ନାଥ 卐

Comments
Post a Comment