ଓଡିଶା ଇତିହାସ ର ଏକ କଳଙ୍କିତ ଘଟଣା
ଆଜି ଓଡିଶା ଇତିହାସ ର ଏକ କଳଙ୍କିତ ଘଟଣା ଘଟିଛି ଯାହା ସମଗ୍ର ଓଡ଼ିଆ ମାନଙ୍କୁ ଲଜ୍ଜିତ କରିଛି। ଏଠି ଜୀବିତ ବ୍ୟକ୍ତି ମାନଙ୍କୁ ବହୁବାର ଅଣ୍ଡା ମରା ହୁଏ ହେଲେ ଜଣେ ସ୍ବର୍ଗତ ମହାନ ବ୍ୟକ୍ତିଙ୍କର ଚିତା ଭସ୍ମ ଶୋଭା ଯାତ୍ରା ଉପରେ ଅଣ୍ଡା ମାରିବା ଭଳି ଅଭିଯୋଗ ଘଟଣା ସମଗ୍ର ଓଡ଼ିଆ ମାନଙ୍କୁ ଲଜ୍ଜିତ କରିବା ସହ ଗୋଟିଏ ପ୍ରଶ୍ନ ମୋର ଯେ ସେହି ବ୍ୟକ୍ତିର ବାପାଙ୍କର ଚିତାଭସ୍ମ ଏଇଟା ଯଦି ଏଇଟା ହେଇଥାନ୍ତା କଣ ଏମିତି ଅଣ୍ଡା ମାରିଥାନ୍ତା କି?। ଭାବିଲେ ବବୁତ୍ ଖରାପ୍ ଲାଗେ,
ଇତିହାସ ର ଏକ କଳଙ୍କିତ ଘଟଣା ଘଟିଛି ଯାହା ସମଗ୍ର ଓଡ଼ିଆ ମାନଙ୍କୁ ଲଜ୍ଜିତ କରିଛି। ଏଠି ଜୀବିତ ବ୍ୟକ୍ତି ମାନଙ୍କୁ ବହୁବାର ଅଣ୍ଡା ମରା ହୁଏ ହେଲେ ଜଣେ ସ୍ବର୍ଗତ ମହାନ ବ୍ୟକ୍ତିଙ୍କର ଚିତା ଭସ୍ମ ଶୋଭା ଯାତ୍ରା ଉପରେ ଅଣ୍ଡା ମାରିବା ଭଳି ଅଭିଯୋଗ ଘଟଣା ସମଗ୍ର ଓଡ଼ିଆ ମାନଙ୍କୁ ଲଜ୍ଜିତ କରିବା ସହ ଗୋଟିଏ ପ୍ରଶ୍ନ ମୋର ଯେ ସେହି ବ୍ୟକ୍ତିର ବାପାଙ୍କର ଚିତାଭସ୍ମ ଏଇଟା ଯଦି ଏଇଟା ହେଇଥାନ୍ତା କଣ ଏମିତି ଅଣ୍ଡା ମାରିଥାନ୍ତା କି?। ଭାବିଲେ ବହୁତ ଖରାପ୍ ଲାଗେ,
ମଣିଷ ତାର ସବୁ ମଣିଷ ପଣିଆ ଏଠି ହରାଇ ବସିଛି।
ମଣିଷ ତାର ସବୁ ମଣିଷ ପଣିଆ ଏଠି ହରାଇ ବସିଛି .
ମଣିଷ ତାର ସବୁ ମଣିଷ ପଣିଆ ଏଠି ହରାଇ ବସିଛି।
