ପରିଚୟ ଓଡ଼ିଶା
ପରିଚୟ___ଓଡ଼ିଶା
✨✨✨✨✨✨✨✨✨✨
▪ନାମ - ଓଡ଼ିଶା
▪ପୁରାତନ ନାମ - କଳିଙ୍ଗ, ଉତ୍କଳ, ଓରିଶା
▪ଭାଷା > - ଓଡ଼ିଆ
▪ଭାଷା ପରିବାର - ଇଣ୍ଡୋ ୟୁରୋପିଆନ, ଇଣ୍ଡୋ ଆର୍ଯ୍ୟ
▪ଭାଷା ସଂକେତ ଆଇଏସଓ ୬୩୯ -୧ or (ଓଆର)
ଆଇଏସଓ ୬୩୯ -୨ ori (ଓରି)
ଆଇଏସଓ ୬୩୯-୩ ory (ଓରି)
ory-ଓଡ଼ିଆ, svp-ସମ୍ବଲପୁରୀ, ort- ଆଦିବାସୀ ଓଡ଼ିଆ (କୋଟିଆ), dso- ଦେଶିଆ
▪ସଙ୍ଗୀତ - ବନ୍ଦେ ଉତ୍କଳ ଜନନୀ
▪ନୃତ୍ୟ - ଓଡ଼ିଶୀ
▪ପଶୁ - ବାଘ
▪ପକ୍ଷୀ - ଭଦଭଦଳିଆ
▪ଫୁଲ - ପଦ୍ମ
▪ବୃକ୍ଷ - ଅଶ୍ବତ୍ଥ
▪ଆୟତନ - ୧ ଲକ୍ଷ ୫୫ ହଜାର ୭୦୭ ବର୍ଗ କି.ମି.
▪ଲୋକସଂଖ୍ୟା - ୫ କୋଟିରୁ ଅଧିକ
▪ପରିସୀମା - ପୂର୍ବରେ ବଙ୍ଗୋପସାଗର
▪ ପଶ୍ଚିମରେ ମଧ୍ୟପ୍ରଦେଶ
▪ଉତ୍ତରରେ ବିହାର ଓ
▪ଦକ୍ଷିଣରେ ଆନ୍ଧ୍ର ପ୍ରଦେଶ
*ପ୍ରାକୃତିକ ଗଠନ - ମଧ୍ୟ ପାର୍ବତ୍ୟ ଅଞ୍ଚଳ*
▪ପଶ୍ଚିମସ୍ଥ ମାଳ ଅଞ୍ଚଳ
▪ଉପକୂଳବର୍ତ୍ତୀ ସମତଳ ଅଞ୍ଚଳ
▪ଜିଲ୍ଲା - ୩୦
▪ବିଧାନସଭା - ୧୪୭ ଆସନ
▪ଲୋକସଭା - ୨୧ ଆସନ
▪ରାଜ୍ୟସଭା - ୧୦ ଆସନ
▪ରାଜ୍ୟପାଳ - ଗଣେଶି ଲାଲ
▪ମୁଖ୍ୟମନ୍ତ୍ରୀ - ନବୀନ ପଟ୍ଟନାୟକ
▪ୱେବସାଇଟ - www. odisha. gov.in
*ଜିଲା ଗ୍ରାମସଂଖ୍ୟା*
▪ ଅନୁଗୋଳ - ୧୬୬୧
▪ ବଲାଙ୍ଗୀର - ୧୭୬୪
▪ ବାଲେଶ୍ବର - ୨୫୮୭
▪ ବରଗଡ଼ - ୧୧୮୦
▪ ବୌଦ୍ଦ - ୧୧୧୫
▪ଭଦ୍ରକ - ୧୨୪୩
▪କଟକ - ୧୮୫୬
▪ ଦେବଗଡ଼ - ୭୧୧
▪ ଢେଙ୍କାନାଳ - ୧୦୭୬
▪ଗଜପତି - ୧୫୧୨
▪ ଗଞ୍ଜାମ - ୨୮୧୨
▪ଜଗତସିଂହପୁର - ୧୨୨୭
▪ ଯାଜପୁର - ୧୫୭୫
▪ଝାରସୁଗୁଡ଼ା - ୩୪୬
▪କଳାହାଣ୍ଡି - ୨୦୯୯
▪କନ୍ଧମାଳ - ୨୩୭୯
▪କେନ୍ଦ୍ରାପଡ଼ା - ୧୪୦୭
▪କେନ୍ଦୁଝର - ୨୦୬୯
▪ଖୋର୍ଦ୍ଧା - ୧୩୫୬
▪କୋରାପୁଟ - ୧୯୨୨
▪ମାଲକାନଗରି - ୯୭୯
▪ମୟୂରଭଞ୍ଜ - ୩୭୪୮
▪ନବରଙ୍ଗପୁର - ୮୭୬
▪ନୟାଗଡ଼ - ୧୫୩୧
▪ନୂଆପଡ଼ା - ୬୪୮
▪ ପୁରୀ - ୧୫୯୧
▪ରାୟଗଡ଼ା - ୨୪୬୭
▪ସମ୍ବଲପୁର - ୧୨୩୮
▪ସୁବର୍ଣ୍ଣପୁର - ୮୨୯
▪ସୁନ୍ଦରଗଡ଼ - ୧୭୨୩
===========================
🎡🎡🎡🎡🎡🎡🎡🎡🎡🎡
#ଓଡ଼ିଶାର_ଐତିହାସିକ_ତଥ୍ଯ
✨✨✨✨✨✨✨✨✨✨
▪ନାମ - ଓଡ଼ିଶା
▪ପୁରାତନ ନାମ - କଳିଙ୍ଗ, ଉତ୍କଳ, ଓରିଶା
▪ଭାଷା > - ଓଡ଼ିଆ
▪ଭାଷା ପରିବାର - ଇଣ୍ଡୋ ୟୁରୋପିଆନ, ଇଣ୍ଡୋ ଆର୍ଯ୍ୟ
▪ଭାଷା ସଂକେତ ଆଇଏସଓ ୬୩୯ -୧ or (ଓଆର)
ଆଇଏସଓ ୬୩୯ -୨ ori (ଓରି)
ଆଇଏସଓ ୬୩୯-୩ ory (ଓରି)
ory-ଓଡ଼ିଆ, svp-ସମ୍ବଲପୁରୀ, ort- ଆଦିବାସୀ ଓଡ଼ିଆ (କୋଟିଆ), dso- ଦେଶିଆ
▪ସଙ୍ଗୀତ - ବନ୍ଦେ ଉତ୍କଳ ଜନନୀ
▪ନୃତ୍ୟ - ଓଡ଼ିଶୀ
▪ପଶୁ - ବାଘ
▪ପକ୍ଷୀ - ଭଦଭଦଳିଆ
▪ଫୁଲ - ପଦ୍ମ
▪ବୃକ୍ଷ - ଅଶ୍ବତ୍ଥ
▪ଆୟତନ - ୧ ଲକ୍ଷ ୫୫ ହଜାର ୭୦୭ ବର୍ଗ କି.ମି.
▪ଲୋକସଂଖ୍ୟା - ୫ କୋଟିରୁ ଅଧିକ
▪ପରିସୀମା - ପୂର୍ବରେ ବଙ୍ଗୋପସାଗର
▪ ପଶ୍ଚିମରେ ମଧ୍ୟପ୍ରଦେଶ
▪ଉତ୍ତରରେ ବିହାର ଓ
▪ଦକ୍ଷିଣରେ ଆନ୍ଧ୍ର ପ୍ରଦେଶ
*ପ୍ରାକୃତିକ ଗଠନ - ମଧ୍ୟ ପାର୍ବତ୍ୟ ଅଞ୍ଚଳ*
▪ପଶ୍ଚିମସ୍ଥ ମାଳ ଅଞ୍ଚଳ
▪ଉପକୂଳବର୍ତ୍ତୀ ସମତଳ ଅଞ୍ଚଳ
▪ଜିଲ୍ଲା - ୩୦
▪ବିଧାନସଭା - ୧୪୭ ଆସନ
▪ଲୋକସଭା - ୨୧ ଆସନ
▪ରାଜ୍ୟସଭା - ୧୦ ଆସନ
▪ରାଜ୍ୟପାଳ - ଗଣେଶି ଲାଲ
▪ମୁଖ୍ୟମନ୍ତ୍ରୀ - ନବୀନ ପଟ୍ଟନାୟକ
▪ୱେବସାଇଟ - www. odisha. gov.in
*ଜିଲା ଗ୍ରାମସଂଖ୍ୟା*
▪ ଅନୁଗୋଳ - ୧୬୬୧
▪ ବଲାଙ୍ଗୀର - ୧୭୬୪
▪ ବାଲେଶ୍ବର - ୨୫୮୭
▪ ବରଗଡ଼ - ୧୧୮୦
▪ ବୌଦ୍ଦ - ୧୧୧୫
▪ଭଦ୍ରକ - ୧୨୪୩
▪କଟକ - ୧୮୫୬
▪ ଦେବଗଡ଼ - ୭୧୧
▪ ଢେଙ୍କାନାଳ - ୧୦୭୬
▪ଗଜପତି - ୧୫୧୨
▪ ଗଞ୍ଜାମ - ୨୮୧୨
▪ଜଗତସିଂହପୁର - ୧୨୨୭
▪ ଯାଜପୁର - ୧୫୭୫
▪ଝାରସୁଗୁଡ଼ା - ୩୪୬
▪କଳାହାଣ୍ଡି - ୨୦୯୯
▪କନ୍ଧମାଳ - ୨୩୭୯
▪କେନ୍ଦ୍ରାପଡ଼ା - ୧୪୦୭
▪କେନ୍ଦୁଝର - ୨୦୬୯
▪ଖୋର୍ଦ୍ଧା - ୧୩୫୬
▪କୋରାପୁଟ - ୧୯୨୨
▪ମାଲକାନଗରି - ୯୭୯
▪ମୟୂରଭଞ୍ଜ - ୩୭୪୮
▪ନବରଙ୍ଗପୁର - ୮୭୬
▪ନୟାଗଡ଼ - ୧୫୩୧
▪ନୂଆପଡ଼ା - ୬୪୮
▪ ପୁରୀ - ୧୫୯୧
▪ରାୟଗଡ଼ା - ୨୪୬୭
▪ସମ୍ବଲପୁର - ୧୨୩୮
▪ସୁବର୍ଣ୍ଣପୁର - ୮୨୯
▪ସୁନ୍ଦରଗଡ଼ - ୧୭୨୩
===========================
🎡🎡🎡🎡🎡🎡🎡🎡🎡🎡
#ଓଡ଼ିଶାର_ଐତିହାସିକ_ତଥ୍ଯ

Comments
Post a Comment